Jump to content

କୁତ୍ରତ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍ରତ୍ୟ
ଉଚ୍ଚାରଣ: Kutratya

ସଂ. ବିଣ. (କୁତ୍ର+ଜାତ ଓ ସ୍ଥିତି ଅର୍ଥରେ ତ୍ୟ) —

୧: କେଉଁ ସ୍ଥାନରେ ଜାତ? — ୧. Belonging to which place?

୨: କେଉଁ ସ୍ଥାନରେ ସ୍ଥିତ? — ୨. Situate in which place?

୩: କେଉଁ ସ୍ଥାନରୁ ଆଗତ? —Hailing whereform?