କୁତ୍ରାପି
ଦେଖଣା
କୁତ୍ରାପି —
ଉଚ୍ଚାରଣ: Kutrāpi
ସଂ. ଅ. (କୁତ୍ର+ଅପି) —
୧: କେଉଁଠାରେ ହେଲେ; କେଉଁଠାରେ ବି — ୧. In any place whatever; anywhere.
୨: କୌଣସି କୌଣସି ସ୍ଥାନରେ — ୨. In some places.
୩: ଅଳ୍ପ ସ୍ଥାନରେ —୩. In a few places.
କୁତ୍ରାପି —
ଉଚ୍ଚାରଣ: Kutrāpi
ସଂ. ଅ. (କୁତ୍ର+ଅପି) —
୧: କେଉଁଠାରେ ହେଲେ; କେଉଁଠାରେ ବି — ୧. In any place whatever; anywhere.
୨: କୌଣସି କୌଣସି ସ୍ଥାନରେ — ୨. In some places.
୩: ଅଳ୍ପ ସ୍ଥାନରେ —୩. In a few places.