ଶବ୍ଦାର୍ଥ:
କୁତ୍ରି — ଉଚ୍ଚାରଣ: Kutri
ପ୍ରାଦେ. (ସମ୍ବଲପୁର) ବି —
ଅତି ସାନ ମାଛ; ଝିମି ମାଛ — Small fish; fry of fish.