Jump to content

କୁତ୍ସା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ୍ସା କରିବା
ଉଚ୍ଚାରଣ: Kutsā karibā
কুত্সাকরা कुत्साकरना

ଦେ. କ୍ରି. (ସଂ. କୁତ୍ସନ) —

୧: ନିନ୍ଦା କରିବା —୧. To blame.

୨: ଦୋଷାରୋପ କରିବା — ୨. To lay blame on.

କୁତ୍ସା କରେ ମୁଁ ଧାତାକୁ କାହିଁକି ସରଜି ତାକୁ; ଚିରାଯୁ ରଖିଲା ଜରତୀରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. କ. ଗୀତ

୩: ପରର ନିନ୍ଦାବାଦ କରିବା — ୩. To speak ill of; to blaspheme; to calumniate.