Jump to content

କୁତ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ କରିବା
ଉଚ୍ଚାରଣ: Kuta karibā
কুতকরা कुतना

ଦେ. କ୍ରି —

ଫଳ ବା ଶସ୍ୟ ବା ମାଛ ବା ପଦାର୍ଥର ଆନୁମାନିକ ପରିମାଣ ବା ମୂଲ୍ୟ ଧାର୍ୟ୍ୟ କରିବା — To appraise; to make an appraisement.