Jump to content

କୁତ ଲାଗିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁତ ଲାଗିବା
ଉଚ୍ଚାରଣ: Kuta lāgibā
কুত্লাগা कुतलगाना

ଦେ. ବି —

କୌଣସି ପଦାର୍ଥ କୁତପ୍ରଥାଦ୍ବାର ଅନ୍ୟ ବ୍ୟକ୍ତିକୁ ପଟା ବା ଇଜାରା ଦିଆଯିବା — The letting out of a thing on lease by appraisement.