Jump to content

କୁଥମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଥମ
ଉଚ୍ଚାରଣ: Kuthama

ସଂ. ବି —

ସାମବେଦର ଶାଖାବିଶେଷ — Name of a branch of the Sāmabeda.

ଦେ. ବି —

ଆବୁ; ଅର୍ବୁଦ —Gall; tumour.

କୁଥମର ଶଦୃଶରେ ନାଭିଗଣ୍ଡ ଅଛି—ସାରଳା. ମହାଭାରତ. ବନ