Jump to content

କୁଥା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଥା
ଉଚ୍ଚାରଣ: Kuthā

ଦେ. ବିଣ. (ସଂ. କଣ୍ଠ ଧାତୁ=ଦନ୍ଥରା ହେବା) —

ଦନ୍ଥରା — Blunted.

ଭିନ୍ଦିପାଳ କୁଥା ହୋଇଣ ଗଣ୍ଡା ଗଣ୍ଡା ଛିଡ଼ି ପଡ଼ି ରାଜନ ହେଲେ ମହୀମଣ୍ଡା—କୃଷ୍ଣସିଂହ. ମହାଭାରତ. ଭୀଷ୍ମ