କୁଦାକୁଦା
ଦେଖଣା
କୁଦାକୁଦା —
ଉଚ୍ଚାରଣ: Kudākudā
ଦେ. ଅ (ବହୁବଚନରେ ଦ୍ବିତ୍ବ) —
୧: ସ୍ତୂପୀକୃତ; ରାଶୀକୃତ —୧. Heaped up; huddled up.
୨: ବହୁ ଗଦା; କୁଢ଼କୁଢ଼ ହୋଇ —୨. In heaps.
କୁଦାକୁଦା ହୋଇ ମରି ପଡ଼ିଲେ ହାତୀ—କୃଷ୍ଣସିଂହ. ମହାଭାରତ. ବନ
୩: ଦଳଦଳ ହୋଇ — ୩. Gathered in flocks; packed together.
ଖୋଜି ଖୋଜି ପୁଞ୍ଜ ପୁଞ୍ଜ କୁଦାକୁଦା ହୋନ୍ତି ପିତାମ୍ବର. ନୃସିହଂପୁରାଣ