Jump to content

କୁଦାକୁଦି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଦାକୁଦି କରିବା
ଉଚ୍ଚାରଣ: Kudakudi karibā
কুদাকুদি করা उछळकुद करना

ଦେ. କ୍ରି —

୧: ଲମ୍ଫଦେବା; ଡ଼ିଆଁଡ଼େଇଁ କରିବା — ୧. To frisk or jump up.

୨: କୌଣସି ବସ୍ତୁକୁ ଗୋଡ଼ତଳରେ ମାଡ଼ି ଚକଟି ଦେବା —୨. To tread or press a thing by the heels.

୩: ନାଚିବା —୩. To dance.