Jump to content

କୁଦାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଦାର
ଉଚ୍ଚାରଣ: Kudāra

ସଂ. ବି. (କୁ=ପୃଥିବୀ+ଦୃ ଧାତୁ+ବିଦାରଣ କରିବା+କର୍ତ୍ତୃ. ଅ) —

୧: କୁଦାଳ; କୋଦାଳ; କୋଡ଼ି କାଙ୍କଆଦି ମାଟି କାଟିବା ଅସ୍ତ୍ର —୧. A spade; an instrument for cutting earth.

୨: କଞ୍ଚନ (ଗଛ) —୨. Bouhinia Variegata. (tree).

ସଂ. ବିଣ. ପୁଂ. (କୁ+ଦାରା; ବହୁବ୍ରୀହି) —

ୟାହାର ସ୍ତ୍ରୀ ଦୁଷ୍ଟ ବା ମନ୍ଦ —Having a bad wife.