Jump to content

କୁଦାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଦାଳ
ଉଚ୍ଚାରଣ: Kudāḻa

ସଂ. ବି—(କୁ=ଭୂମି+ଦଳ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅ) —

୧: ଭୂମି କଟିବା ଶସ୍ତ୍ର; କାଙ୍କ, କୋଦାଳ, କୋଡ଼ି ଆଦି —୧. A digging hoe; a spade.

୨: କଞ୍ଚନ (ଗଛ) —୨. Bouhinia Variegata (tree).