କୁଦିଆ
ଦେଖଣା
କୁଦିଆ —
ଉଚ୍ଚାରଣ: Kudiā
ଦେ. ବିଣ. (ସଂ. କକୁଦ୍) —
୧: ଢିପଥିବା (ସ୍ଥାନ) — ୧. (A place) full of mounds or dunes.
୨: ବଡ଼ ଚୂଳ ଥିବା (ବୃକ୍ଷ, ଉଷ୍ଟ୍ରାଦି) — ୨. (Camel or bull) with a big hump or hunch.