କୁଦିନ
ଦେଖଣା
କୁଦିନ —
ଉଚ୍ଚାରଣ: Kudina
ସଂ. ବି—(କୁ=ମନ୍ଦ+ଦିନ=ଦିବସ) —
୧: ଅଶୁଭ ଦିନ; ଅମଙ୍ଗଳମୟ ଦିବସ; ମନ୍ଦ ଦିବସ —୧. Unpropitious day; a day of misfortunes; an evil day; inauspicious day.
୨: ଦୁର୍ଦ୍ଦିନ; ମେଘାଚ୍ଛନ୍ନ ଦିବସ —୨. A cloudy day.
୩: କଷ୍ଟମୟ ଦିବସ; ଦୁର୍ଦ୍ଦିବସ — ୩. A day of suffering.
୪: ଯେଉଁ ଦିନୟାକ ମେଘ ବରଷୁ ଥାଏ — ୪. A raining day. (M.W.)