କୁଦୁଷ୍ଣ
ଦେଖଣା
କୁଦୁଷ୍ଣ —
ଉଚ୍ଚାରଣ: Kadushṇa
ସଂ. ବି. (କୁ=ଈଷତ୍+ଉଷ୍ଣ; କୁସ୍ଥାନରେ କତ୍ ଆଦେଶ) —
ସାମାନ୍ୟ ଗରମ; ନଖଉଷୁମ — Lukeworm; slightly hot; tepid.
[ ଦ୍ର—ଏହି ଶବ୍ଦ ବିକଳ୍ପରେ ଅନ୍ୟ ଦୁଇ ଗୋଟି ଆକାର ମଧ୍ୟ ଧରେ; ଯଥା—କୋଷ୍ଣ; କବୋଷ୍ଣ]