କୁଦୃଷ୍ଟି
ଦେଖଣା
କୁଦୃଷ୍ଟି —
ଉଚ୍ଚାରଣ: Kudṛushṭi
ସଂ. ବି. (କର୍ମଧା; କୁ+ଦୃଷ୍ଟି) —
୧: ଦୁର୍ବଳ ଦୃଷ୍ଟିଶକ୍ତି — ୧. Weak eye-sight.
୨: ବିଷଦୃଷ୍ଟି; ବେଅନୁଗ୍ରହ ଦୃଷ୍ଟି — ୨. Unfavourable look; evil eye.
୩: ମନ୍ଦ ଲାଳସା ବା ଅଭିଳାଷଯୁକ୍ତ ଦୃଷ୍ଟି — ୩. Sinster look; avaricious glance.
୪: ବେଦବିରୁଦ୍ଧ ମତ (ଯଥା—ସାଂଖ୍ୟ ମତ) — ୪. Heterodox doctrine (Apte).
ସଂ. ବିଣ (ବହୁବ୍ରୀହି) —
ମନ୍ଦଚକ୍ଷୁଯୁକ୍ତ —Having bad eyes (M.W.)