Jump to content

କୁଦେଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଦେଶ
ଉଚ୍ଚାରଣ: Kudeṡa

ସଂ. ବି. (କର୍ମଧା; କୁ=ମନ୍ଦ+ଦେଶ) —

ଅସୁବିଧାଜନକ ଦେଶ; ଯେଉଁ ଦେଶରେ ଲୋକେ ଦୁଖଃରେ ଥାଆନ୍ତି; ଯେଉଁ ଦେଶରେ ସୁଜଳ, ସୁନଦୀ, ଧନୀବ୍ୟକ୍ତି, ବୈଦ୍ୟ, ବ୍ରାହ୍ମଣ ଓ ଫଳବୃକ୍ଷ ନ ଥାନ୍ତି —A bad country; a country devoid of the ordinary amenities of life, eg. where there is no good water, nor river, nor rich man, physician, Brāhmaṇa nor fruit-tree.