କୁଦେହ
ଦେଖଣା
କୁଦେହ —
ଉଚ୍ଚାରଣ: Kudeha
ସଂ. ବି —
୧: (କର୍ମଧାରୟ; କୁ+ଦେହ) ଅସୁନ୍ଦର ଶରୀର — ୧. Ugly body.
୨: (ବହୁବ୍ରୀହି) କୁବେର (ଦେଖ) ୨. Kubera (See)