କୁଦୋ
ଦେଖଣା
କୁଦୋ —
ଉଚ୍ଚାରଣ: Kudo
ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଦ୍ରବ) —
କୋଦୁଅ; ମାଣ୍ଡିଆ ଜତୀୟ ଶସ୍ୟବିଶେଷ —A sort of grain; Paspalum Scrobiculatum.
[ଦ୍ର—ସମ୍ବଲପୁରର ଗୋଟିଏ ଗ୍ରାମର ନାମ କୁଦୋପାଲି]