କୁଦ୍ରତ୍
ଦେଖଣା
କୁଦ୍ରତ୍ —
ଉଚ୍ଚାରଣ: Kudrat
কুদরত
कुदरत
ବୈଦେ. ବି. (ଆ) —
୧: ଐଶୀଶକ୍ତି; ମହିମା — ୧. Divine power; energy of God.
୨: ପ୍ରକୃତି —୨. Habit; nature.
୩: କ୍ଷମତା; ଶକ୍ତି —୩. power.
୪: ବଳ; ବେଗ —୪. Force; energy.
୫: ପ୍ରଭୁତ୍ବ —୫. Mastery.
ଦେ. ଅ —
କୁଦର୍ଥ (ଦେଖ) —Kudartha (see)