Jump to content

କୁନାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନାରୀ
ଉଚ୍ଚାରଣ: Kunārī

ସଂ. ବି.—(କର୍ମାଧା; କୁ+ନାରୀ) —

୧: ମନ୍ଦ ସ୍ତ୍ରୀ — A bad women.

୨: କୁଭାର୍ଯ୍ୟା; ଅସତୀ ସ୍ତ୍ରୀ — ୨. A faithless wife; unchaste wife.