Jump to content

କୁନା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନା କରିବା
ଉଚ୍ଚାରଣ: Kunā karibā
কুনাকরা कुनह करना

ଦେ. କ୍ରି. —

୧: କୌଣସି ବ୍ୟକ୍ତି ପ୍ରତି ଦ୍ବେଷ ରଖିବା —୧. To bear a grudge against a person.

୨: କୌଣସି ବ୍ୟକ୍ତିଠାରେ ରାଗ କରିବା — ୨. To be angry with a person.

୩: (କୌଣସି ବ୍ୟକ୍ତିଠାରେ) ଅଭିମାନ ପୋଷଣ କରିବା — ୩. To be displeaded with; to be sullen to (a person).