କୁନିକାନି କଥା
ଦେଖଣା
କୁନିକାନି କଥା —
ଉଚ୍ଚାରଣ: Kunikāni kathā
কানাকানি কথা
कानफुसी बात
ଦେ. ବି.—(ସଂ. କର୍ଣ୍ଣାକର୍ଣ୍ଣିକ) —
୧: କାନରେ ତୁନିତୁନି କରି କହିବା କଥା — ୧. Whisper.
୨: ଚୁଗୁଲି —୨. Backbiting.
ଶକୁନି କୁନି କୁନି କଥାକୁ ଛାଡ଼ି ଦେଇ ହାନିଲାଭ ଘେନି କ୍ରୋଧ ମନେ ବହି କୃଷ୍ଣସଂହ. ମହାଭାରତ.