Jump to content

କୁନୀତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନୀତି
ଉଚ୍ଚାରଣ: Kunīti

(ସୁନୀତି—ବୀପରିତ)

ସଂ. ବି. (କର୍ମଧା; କୁ+ନୀତି) —

୧: ମନ୍ଦ ପ୍ରଣାଳୀ ବା ରୀତି — ୧. Bad policy.

୨: ଅନୀତି; ପାପ —୨. Preverted or low morals; immorality; sin.

୩: ମନ୍ଦ ଆଚରଣ —୩. Preverse behaviour.