Jump to content

କୁନୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନୁଆ
ଉଚ୍ଚାରଣ: Kunuā

ପ୍ରାଦେ. (ସମ୍ବଲପୁର) ବି. —

୧: କୁଣିଆଁ; ଗୃହକୁ ଆଗତ ବନ୍ଧୁ — ୧. A relative who is a guest at the house.

୨: ଅତିଥି —୨. Guest.