Jump to content

କୁନ୍ତପଣ୍ଡା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ତପଣ୍ଡା
ଉଚ୍ଚାରଣ: Kuntapaṇḍā

ଦେ. ବି. —

ଅଜ୍ଞାତବାସ କାଳରେ ବିରାଟ ରାଜାଙ୍କ ଆଶ୍ରୟରେ ଯୁଧିଷ୍ଠିରଙ୍କର ଛଦ୍ମ ନାମ — A name assumed by J̄udhisṭhira during his stay incognito with the Birāṭa king.