କୁନ୍ତଳ
ଦେଖଣା
କୁନ୍ତଳ —
ଉଚ୍ଚାରଣ: Kuntaḻa
ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) —
୧: ମସ୍ତକର କେଶ — ୧. Hair of the head.
୨: କେଶଗୁଚ୍ଛ; ବାଳର କେରା —୨. A lock of hair.
୩: ପାନପାତ୍ର — ୩. A drinking cup; a glass.
୪: ଲଙ୍ଗଳ —୪. Plough.
୫: ୟବ —୫. Barley.
୬: ସୁଗନ୍ଧ ଦ୍ରବ୍ୟବିଶେଷ —୬. A kind of perfume.
୭: ଦେଶବିଶେଷ —୭. Name of a country.
କୁନ୍ତଳେ କୁନ୍ତଳେ ରାମା ପଟ ଧଇଲେ ଭଞ୍ଜ ପ୍ରେମସୁଧାନିଧି