Jump to content

କୁନ୍ତଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ତଳା
ଉଚ୍ଚାରଣ: Kuntaḻā

ସଂ. ବି. (ନାମ) (ସଂ. କୁନ୍ତଳ ଶବ୍ଦର ସଂ. ବହୁବଚନ ରୂପ— କୁନ୍ତଳାଃ) —

ଦେଶବିଶେଷ ଓ ତହିଁର ଅଧିବାସୀ — Name of a country and its inhabitants.