କୁନ୍ଥାଇବା
ଦେଖଣା
କୁନ୍ଥାଇବା —
ଉଚ୍ଚାରଣ: Kunthāibā
কোঁতপাড়া; কোঁথান; কোঁতান
कुथना; काँखना
ଦେ. କ୍ରି. (ସଂ. କୁନ୍ଥ ଧାତୁ) —
୧: କୁନ୍ଥନ କରିବା — ୧. To moan; to groan or strain.
୨: କଠିନ ପରିଶ୍ରମସାଧ୍ୟ କାର୍ଯ୍ୟର କ୍ଳେଶ ସହିବା ନିମନ୍ତେ ଉପର୍ୟ୍ଯୁପରି ନିଶ୍ବାସ ବନ୍ଦ କରି ଛାଡ଼ିବା — ୨. To stop breathing for some time and then eject the breath while performing a difficult task.
୩: (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା —୩. To show unwillingness to do some work or labour.
ଅରଜୁନ କୁନ୍ଥାଇ କୁନ୍ଥାଇ ମାର୍ଗଣ ବିନ୍ଧି ଭୀଷ୍ମ ତୁଲରେ କଲେ ଆଯୋଧନ—କୃଷ୍ଣସିଂହ ମହାଭାରତ ଭୀଷ୍ମ
୪: ପ୍ରସବ ସମୟରେ ଶୂଳ ଖାଇବା — ୪. To undergo the pangs of child birth.
୫: ରୋଗର ବାହାନା କରି କୁନ୍ଥନର ଅଭିନୟ କରିବା — ୫. To feign sickness by straining.