Jump to content

କୁନ୍ଥାକୁନ୍ଥି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଥାକୁନ୍ଥି
ଉଚ୍ଚାରଣ: Kunthākunthi

ଦେ. ବି—(ସଂ. କୁନ୍ଥନ)

ଉପର୍ୟ୍ଯୁପରି କୁନ୍ଥନ; ବହୁବାର କୁନ୍ଥାଇବା କର୍ମ — Repeated groaning or straining.