କୁନ୍ଥାଣ
ଦେଖଣା
କୁନ୍ଥାଣ —
ଉଚ୍ଚାରଣ: Kunthāṇa
কোঁতানি; কোঁথানি
कुथना
ଦେ. ବି. (ସଂ. କୁନ୍ଥନ) —
୧: ପ୍ରସବ କରିବା ବା କୋଷ୍ଠବଦ୍ଧ ମଳ ନିଷ୍କାସନ କରିବା ଚେଷ୍ଟାରେ ଜୋର୍ପୂର୍ବକ ନିଶ୍ବାସ ରୋଧ ଓ ତ୍ୟାଗ —୧. Severe straining during pangs of child-birth or the passing stools by a person feeling costive.
୨: ପ୍ରସବ ସମୟରେ ପ୍ରସୂତିଦ୍ବାରା ଅନୁଭୂତ ଶୂଳ; ଗର୍ଭବେଦନା — ୨. The straining pains of females while giving birth; pangs of the mother during delivery; labour-pain.