Jump to content

କୁନ୍ଥାହଗୁରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଥାହଗୁରା
ଉଚ୍ଚାରଣ: Kunthāhagurā
(କୁନ୍ଥାହଗୁରୀ—ସ୍ତ୍ରୀ)

ଦେ. ବିଣ. —

୧: ନାଳରକ୍ତଝାଡ଼ାଦ୍ବାରା ଆକ୍ରାନ୍ତ (ବ୍ୟକ୍ତି) — ୧. (person) Suffering from dysentery.

୨: କୋଷ୍ଠବଦ୍ଧତା ଯୋଗୁଁ ହଗିଲା ବେଳେ କୁନ୍ଥାଇବା ୟାହାର ଅଭ୍ୟାସ — ୨. Habituated to straining hard while easing (on account of constitutional constipation).