Jump to content

କୁନ୍ଥୁକୁନ୍ଥୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଥୁକୁନ୍ଥୁ
ଉଚ୍ଚାରଣ: Kunthukunthu
কোঁতকোঁত; কোঁথকোঁথ; খুঁতখুঁত हिचकिच

ଦେ. ବିଣ. (ସଂ. କୁନ୍ଥ ଧାତୁ) —

୧: ବାରମ୍ବାର ସାମାନ୍ୟ କୁନ୍ଥାଉ ଥିବା — ୧. Repeatedly straining.

୨: (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା; ନାରାଜ — ୨. (figurative) Showing disinclination or unwillingness to do a certain act.

୪: (ସଂ. କୁଣ୍ଠ ଧାତୁ) (ଲକ୍ଷଣାର୍ଥ) କୁଣ୍ଠିତ; ପଶ୍ଚାତ୍ପଦ — ୪. (figurative) Hesitating.

୫: (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଅକ୍ଷମତା ଗୁଜାରୁଥିବା —୫. (figurative) Pleading incapacity to do any work.