Jump to content

କୁନ୍ଥ୍କାନ୍ଥ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଥ୍କାନ୍ଥ୍
ଉଚ୍ଚାରଣ: Kunthkānth

ଦେ. ବିଣ —

କୁନ୍ଥୁକୁନ୍ଥୁ (ଦେଖ) Kunthukunthu (See)

ଦେ. ବି. —

୧: ବାରଂବାର କୁନ୍ଥାଣ — ୧. Repeated straining.

୨: ଅନିଚ୍ଛା ପ୍ରକାଶ — ୨. Expression of unwillingness.

୩: ପଶ୍ଚାତ୍ପଦତା —୩. Heitancy.