କୁନ୍ଦକର
ଦେଖଣା
କୁନ୍ଦକର —
ଉଚ୍ଚାରଣ: Kundakara
ସଂ. ବି. (କୁନ୍ଦ+କୃ ଧାତୁ+କର୍ତ୍ତୃ. ଅ) —
କୁନ୍ଦିବା ୟନ୍ତ୍ରରେ କାମ କଲାବାଲା କାରିଗର — A turner.
କୁନ୍ଦକର —
ଉଚ୍ଚାରଣ: Kundakara
ସଂ. ବି. (କୁନ୍ଦ+କୃ ଧାତୁ+କର୍ତ୍ତୃ. ଅ) —
କୁନ୍ଦିବା ୟନ୍ତ୍ରରେ କାମ କଲାବାଲା କାରିଗର — A turner.