କୁନ୍ଦଦନ୍ତୀ
ଦେଖଣା
କୁନ୍ଦଦନ୍ତୀ —
ଉଚ୍ଚାରଣ: Kundadantī
(କନ୍ଦଦନ୍ତ—ପୁଂ)
ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କୁନ୍ଦ+ଦନ୍ତ+ଈ) —
କୁନ୍ଦ—କଢ଼ ପରି ସରୁ ଓ ସୁନ୍ଦର ଦନ୍ତବିଶିଷ୍ଟା (ସ୍ତ୍ରୀ) —(a woman) Having teeth as beautiful as the bud of 'Kunda' flower.