Jump to content

କୁନ୍ଦନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଦନ
ଉଚ୍ଚାରଣ: Kundana
কুঁন্দন कुँन्दन

ସଂ. ବି. (କୁନ୍ଦ ଧାତୁ+ଭାବ. ଅନ) —

୧: କୁନ୍ଦିବା କାମ — ୧. Act of turning lathe.

୨: କୁନ୍ଦାୟନ୍ତ୍ରରେ ପ୍ରସ୍ତୁତ ପଦାର୍ଥ — ୨. A thing turned out by the lathe.

ଦେ. ବି —

୧: କୁନ୍ଦ —୧. A turders lathe.

୨: କଉଡ଼ି ଖେଳରେ ବାଜି ମାରି ହୁଡ଼ ବାନ୍ଧିବା ପଇସାର ଗଦା —୨. A slake of money at the game of Cowries.

୩: ସୁନା —୩. Gold.

ଯେ କୁଦନେ ୙ଞ୍ଜେ ମଣି ନ ବସାଇ ଶାଣେ କବିସୂର୍ଯ୍ୟ. ସଙ୍ଗୀତ

୪: ସୁନାରେ ପଥର ଖଚିତ ହେବା କର୍ମ — ୪. Setting gems on gold.

ଦେ. ବିଣ —

କୁନ୍ଦରେ ବସିଥିବା — Turned out by the lathe.

ନାସା ଫୁଲିବାରେ ଚଳେ ହୀରାବସା କୁନ୍ଦନ ନିବାଡ଼ ଗୁଣା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ