କୁନ୍ଦଫରୁଆ
ଦେଖଣା
କୁନ୍ଦଫରୁଆ —
ଉଚ୍ଚାରଣ: Kundapharuā
ଦେ. ବି —
କୁନ୍ଦ ୟନ୍ତ୍ରରେ ପ୍ରସ୍ତୁତ ଫରୁଆ — A wooden box turned out by the lathe.
ପ୍ରବନ୍ଧ କୁନ୍ଦଫରୁଆ ବାନ୍ଧିଲା କାଞ୍ଚିଲା—ସାରଳା. ମହାଭାରତ. ବିରାଟ