କୁନ୍ଦାକୁନ୍ଦି କରିବା
ଦେଖଣା
କୁନ୍ଦାକୁନ୍ଦି କରିବା —
ଉଚ୍ଚାରଣ: Kundākundi karibā
কুঁদাকুঁদিকরা
कुँदीकरना
ଦେ. କ୍ରି —
୧: ବିଶେଷଭାବରେ ପ୍ରହାରାଦିଦ୍ବାରା ଆଘାତ କରିବା; ବୁହେ ମାଡ଼ ଦେବା; ଟାଙ୍କେ ଛେଚିବା — ୧. To give a sound beating or cudgelling.
୨: କୁନ୍ଦ ୟନ୍ତ୍ରଦ୍ବାରା ଗୋଲ ଓ ପାଲିଶ କରିବା — ୨. To finish a thing by turning it on the lathe; to turn a thing to its required shape on the lathe.