କୁନ୍ଦିବା
ଦେଖଣା
କୁନ୍ଦିବା —
ଉଚ୍ଚାରଣ: kundibā
কুঁদা; কোঁদা
खरादना; कुँदना
ଦେ. କ୍ରି. (ସଂ. କୁନ୍ଦ) —
୧: କୁନ୍ଦରେ ବସାଇ ଗୋଲ ଓ ଚିକ୍କଣ କରିବା — ୧. To turn and cut a thing to the required shape and polish by the lathe.
କାମ କୁନ୍ଦରେ କୁନ୍ଦିଥିବ ବିଧି—ପ୍ରାଚୀ. ରହସ୍ୟମଞ୍ଜରୀ
୨: ଟାଙ୍କେ ମାଡ଼ ଦେବା ଓ ପ୍ରହାର କରିବା — ୨. To give a sound beating with a cudgel or the stock gun.
୩: ଠେଙ୍ଗାର ମୁଣ୍ଡିଦ୍ବାରା ଛେଚାମାଡ଼ ଦେବା — ୩. To beat with the thicker end of a cudgel held upright.
୪: ଠେଙ୍ଗାମୁଣ୍ଡିଦ୍ବାରା ଛେଚିବା ଭଳିଆ ପ୍ରହାର କରିବା — ୪. To beat hard as with the thick end of a cudgel or stock of gun.