କୁନ୍ଦୁର
ଦେଖଣା
କୁନ୍ଦୁର —
ଉଚ୍ଚାରଣ: Kundura
ପ୍ରାଦେ. (ସିଂହଭୂମି ଓ ସମ୍ବଲପୁର) ବି —
କୁନ୍ଦୁରି (ଦେଖ) Kunduri (See)
ସଂ. ବି —
ଲୋବାନ୍ (ହି. ଶଦ୍ଦସାଗର) —Oilbanum.
କୁନ୍ଦୁର —
ଉଚ୍ଚାରଣ: Kundura
ପ୍ରାଦେ. (ସିଂହଭୂମି ଓ ସମ୍ବଲପୁର) ବି —
କୁନ୍ଦୁରି (ଦେଖ) Kunduri (See)
ସଂ. ବି —
ଲୋବାନ୍ (ହି. ଶଦ୍ଦସାଗର) —Oilbanum.