Jump to content

କୁନ୍ଦୁରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଦୁରି
ଉଚ୍ଚାରଣ: Kunduri
কুঁদরা, কুঁদরকী कुन्दरु

ପ୍ରାଦେ. (ସିଂହଭୂମି ଓ ସମ୍ବଲପୁର) ବି. (ସଂ. କୁନ୍ଦୁରୁକୀ) —

ଏକ ପ୍ରକାର ବନ୍ୟ ଫଳ ଓ ତାହାର ଲତା ବିମ୍ବ; କୁଷ୍ମାଦାଣ୍ଡି ବର୍ଗର ଲତାରୁ ଉତ୍ପନ୍ନ କୁଆ ମଇତା ଫଳ ପଟୋଳ ଜାତୀୟ ବନ୍ୟ ଲତା ଫଳବିଶେଷ; ମଟ— ମଟକା ଫଳ —A kitchen-fruit; Trichosanthes Cucumerina.

[ଦ୍ର—ଏହାକୁ ଭଜା ଓ ତରକାରୀ କରି ଖାଆନ୍ତି]