Jump to content

କୁନ୍ଦୁରୁଖଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁନ୍ଦୁରୁଖଟି
ଉଚ୍ଚାରଣ: Kundurukhaṭi
ସଂ, ତୀକ୍ଷ୍ଣଗନ୍ଧ, ବହୁଗନ୍ଧ, ପାଳିନ୍ଦ. ସୌରାଷ୍ଟ୍ରଃ ଫାଳଂକୀ, କୁଦାରୁ, ଭୀଷଣ, ସୁଗନ୍ଧ ବିଡ଼ାଳାକ୍ଷ, ଖପୁର, ନାଗ— ବଧୂପ୍ରୟ, ଶଲ୍ଲକୀନିର୍ୟ୍ୟାସ কুন্দুক कुँदुरु

ଦେ. ବି. (ସଂ. କୁନ୍ଦ; କୁନ୍ଦୁର; ଆ କୁନ୍ଦର) —

ଲୋବାନ୍; ଏକପ୍ରକାର ଝୁଣା; ସୁଗନ୍ଧ ଧୂପ ଦ୍ରବ୍ୟବିଶେଷ — Frankincense; a substanee emitting sweet smell when thrown ever live coal; Oilbanum the resin of the tree Boswellia Thurifera.

[ଦ୍ର—ଏହା ସୁଗନ୍ଧ ଓ ହଳଦିଆ, ଏହାର ଗୁଳ୍ମ କଣ୍ଟାନିଆ, ଏ ଗଛ ଆରବ ଆଦି ଦେଶର ମରୁମୟ ଓ ଗୋଡ଼ିଆ ଜମିରେ ଉଠେ ଓ ଉଚ୍ଚରେ ୨: ହାତ ବଢ଼େ ଏହାର ଫଳ ଓ ବୀଜ ବଡ଼ୁଆ; କକଡ଼ା (ଶ୍ରାବଣ) ମାସରେ ଏ ଗୁଳ୍ମରୁ ଅଠା ବାହାର କରା ଯାଏ ଏହା ହକୀମ୍ ମାନଙ୍କ ମତରେ ପୁଷ୍ଟିକର, ହୃଦ୍ୟ ଓ ରକ୍ତସ୍ରାବ— ରୋଧକ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ରୁଚିକର, ସ୍ବେଦନାଶକ, ଚର୍ମର ହୀତକର ଓ ଉକୁଣୀ ଆଦି କୀଟନାଶକ ହି. ଶଦ୍ଦସାଗର]