Jump to content

କୁପଥଗାମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପଥଗାମୀ
ଉଚ୍ଚାରଣ: Kupathagāmī
(କୁପଥଗାମିନୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କୁପଥ+ଗମ୍+କର୍ତ୍ତୃ. ଇନ୍; ୧: ମା. ୧: ବ.) —

ମନ୍ଦକର୍ମ କରୁଥିବା (ବ୍ୟକ୍ତି); ଅସଦାଚାରୀ — Treading evil ways; taken to wicked ways.