Jump to content

କୁପଥଦର୍ଶକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପଥଦର୍ଶକ
ଉଚ୍ଚାରଣ: Kupathadarṡaka
(କୁପଥଦର୍ଶିକା—ସ୍ତ୍ରୀ)

ସଂ. ବିଣ. ପୁଂ. (କୁପଥ+ଦର୍ଶକ) —

ଲୋକମାନଙ୍କୁ ଅସତ୍ କାର୍ୟ୍ୟରେ ପ୍ରବର୍ତ୍ତାଇବା (ବ୍ୟକ୍ତି) — Leading people into evil ways.