କୁପଥ୍ଯ
ଦେଖଣା
କୁପଥ୍ୟ —
ଉଚ୍ଚାରଣ: Kupathya
(ସୁପଥ୍ୟ—ବିପରୀତ)
ସଂ. ବିଣ. (କୁ+ପଥ୍ୟ) —
୧: ଅହିତକର; ଅସ୍ବାସ୍ଥ୍ୟକର; ଅପଥ୍ୟ —୧. Unwholesome; hurtful.
୨: ସ୍ବାସ୍ଥ୍ୟର ଅନୁପଯୋଗୀ (ଖାଦ୍ୟ) — ୨. (food) Unsuitable for one's heatth.
ସଂ. ବି —
ଅପଥ୍ୟ; ଅସ୍ବାସ୍ଥ୍ୟକର ଖାଦ୍ୟ ବସ୍ତୁ — Unwholesome diet.
ଦେ. ବି —
ରାଗୀର ଅପଥ୍ୟ ଖାଦ୍ୟ — Unwholesome food for an invalid.