Jump to content

କୁପାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପାଇବା
ଉଚ୍ଚାରଣ: Kupāibā
কুপান कुढ़ाना

ଦେ. କ୍ରି. (ସଂ. କୂପ ଧାତୁ ଣିଜନ୍ତ) —

୧: କୋପଯୁକ୍ତ କରାଇବା; ରଗାଇବା — ୧. To incense.

୨: ବିରକ୍ତ କରିବା —୨. To tease; to bother.