କୁପାତ୍ର
ଦେଖଣା
କୁପାତ୍ର —
ଉଚ୍ଚାରଣ: Kupātra
ସଂ. ବି. (କୁ+ପାତ୍ର) —
୧: ଦାନର ଅଯୋଗ୍ୟ ପାତ୍ର — ୧. An unfit recipient.
୨: ଅଯୋଗ୍ୟ ବର — ୨. A worthless bridegroom.
୩: ଅଯୋଗ୍ୟ ମନ୍ତ୍ରୀ — ୩. A wrothless minister of a king.
୪: ମନ୍ଦ ପାତ୍ର ବା ଆଧାର —୪. Bad vessel.