Jump to content

କୁପି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପି
ଉଚ୍ଚାରଣ: Kupi
কুপি कुपे कप्पो

ବୈଦେ. ବି —

୧: (ଇଂ. ଓ ଫ୍ରେଞ୍ଚ. କୁପେ) ରେଳଗାଡ଼ିର ଛୋଟ କାମରା; ଯେଉଁ ରେଲକୋଠରିରେ ଦୁଇ ଝଣ ମନୁଷ୍ୟ ପାଇଁ ସ୍ଥାନ ଥାଏ — ୧. A very small two-seated compartment of a railway carriage.

୨: (ଇଂ. କପ୍ପିସ୍) ଜଙ୍ଗଲ ସୀମା ନିର୍ଦ୍ଦିଷ୍ଟ କ୍ଷୁଦ୍ର ଅଂଶ — ୨. A small circumscribed part of a forest.

୩: ଜଙ୍ଗଲରେ ଛୋଟ ଛୋଟ ସୀମା ମଧ୍ୟରେ ବଡ଼ ବଡ଼ ଗଛ ଲଗାଇବାର ରୀତିବିଶେଷ — ୩. A system of forest reservation.

ଦେ. ବି. (ସଂ. କୂପ) —

୧: ଛୋଟ ମୁହାଁ ତେଲଘଡ଼ି; କୁମ୍ପି — ୧. A earthen bottle for oil.

୨: ତୈଳାଦିର ରକ୍ଷଣାର୍ଥ କ୍ଷୁଦ୍ର ଚର୍ମ ପାତ୍ର — ୨. Small oil-can made of leather.