Jump to content

କୁପିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁପିତ
ଉଚ୍ଚାରଣ: Kupita

ସଂ. ବିଣ. (କୁପ ଧାତୁ=ରାଗିବା+କର୍ତ୍ତୃ. ତ) —

୧: ଯୁଦ୍ଧ; କ୍ରୋଧାନ୍ବିତ — ୧. Evraged; angry; incensed.

୨: ବିରକ୍ତ —୨. Provoked; vexed; offended.

୩: (ବୈଦ୍ୟଶାସ୍ତ୍ର) ଅନିୟମିତ ଆହାରବିହାରାଦି ହେତୁ ଦୂଷିତ ହୋଇ ବର୍ଦ୍ଧିତ (ଶରୀରସ୍ଥ ବାତ, ପିତ୍ତ ବା କଫ) — ୩. Gone out of normal order and become virulent owing to irregular conduct of the patient (said of the three humours of the body).